ବିକ୍ରମ ଏକ ବହୁତ ସୁନ୍ଦର ରେଷ୍ଟୁରାଣ୍ଟରେ ମେନୁ ପଢୁଛନ୍ତି । ସୁପ୍ରଭାତ! ମୋର ଗୋଟିଏ ପ୍ରଶ୍ନ ଅଛି । ମୁଁ ଜଣେ ଶାକାହାରୀ । ତୁମ ପାଖରେ ଶାକାହାରୀ ଖାଦ୍ୟ ଅଛି କି? ହଁ, ଆମ ପାଖରେ କେତେକ ବହୁତ ଭଲ ମାଂସ ସାଣ୍ଡୱିଚ୍ ଅଛି। ମାଂସ ସାଣ୍ଡୱିଚ୍? ମୁଁ ଜଣେ ଶାକାହାରୀ। ଓଃ, ହଁ, ମୁଁ ଦୁଃଖିତ । ଆମ ପାଖରେ ଏକ ସ୍ୱାଦିଷ୍ଟ ଚିକେନ ଅଛି। ଚିକେନ ମାଂସ ଅଟେ । Tap what you hear ଏବଂ ମୁଁ ମାଂସ ଖାଏନାହିଁ! ଆମ ପାଖରେ ସାଲାଡ୍ ଅଛି… ଓଃ, ମୋତେ ସାଲାଡ୍ ପସନ୍ଦ! ଟମାଟୋ, ପନିର, ସାଲମନ୍ ସହିତ ଗୋଟିଏ ସାଲାଡ ଅଛି … ମୁଁ ସାଲମନ୍ ଖାଏନାହିଁ, ମୁଁ ଜଣେ ଶାକାହାରୀ! ଆମ ପାଖରେ ଫ୍ରାଏଜ ଅଛି… ଠିକ୍ ଅଛି, ଫ୍ରାଏଜ । ପରଫେକ୍ଟ, ଫ୍ରାଏଜ ଏବଂ ଗୋଟିଏ ହାମବର୍ଗର । ମୁଁ ମାଂସ ଖାଏ ନାହିଁ! Tap the pairs ମାଂସ meat ଫ୍ରାଏଜ fries ଠିକ୍~ଅଛି OK ଚିକେନ chicken ଖାଏନାହିଁ don't eat