ଏଡି ତାଙ୍କ ପୁଅ ଜୁନିୟରଙ୍କ ସହିତ ଏକ ରେଷ୍ଟୁରାଣ୍ଟରେ ଅଛନ୍ତି । ହେଲୋ ଏଡି, ତୁମେ ଗୋଟେ କଫି ଚାହୁଁଛ? ହଁ, ଦୟାକରି ଏକ ବଡ଼ କପରେ କଫି ଦିଅନ୍ତୁ । କ୍ଷୀର ସହିତ କିମ୍ବା ଖାଲି? ଦୟାକରି କ୍ଷୀର ସହିତ । ଏବଂ ଚିନି ସହିତ କିମ୍ବା ଖାଲି? ଦୟାକରି ଚିନି ସହିତ । ମୁଁ ମଧ୍ୟ ଏକ କପ୍ କଫି ଚାହୁଁଛି । ଜୁନିୟର ତୁମେ କଫି ଚାହୁଁଛ? ହଁ, ମୁଁ କ୍ଷୀର ସହିତ ଏକ କପ୍ ଚାହୁଁଛି । … ଆଉ ଚିନି ସହିତ… … ଆଉ ଆଇସକ୍ରିମ ସହିତ! ଆଇସକ୍ରିମ ସହିତ? ହଁ ଏବଂ ଦୟାକରି, କଫି ବିନା! ଓଃ… ତୁମେ ଗୋଟେ ମିଲ୍କସେକ୍ ଚାହୁଁଛ? Choose the option that means "milkshake." ଓଃ … ତୁମେ ଗୋଟେ ମିଲ୍କସେକ୍ ଚାହୁଁଛ ? ହଁ, ଦୟାକରି! Tap what you hear ମୁଁ ମଧ୍ୟ ଗୋଟେ ମିଲ୍କସେକ୍ ଚାହୁଁଛି । ଦୟାକରି, ଦୁଇଟି ମିଲ୍କସେକ୍! Tap the pairs leche milk café coffee Dos two en at taza cup