ଲିନ୍ ଟ୍ରେନ୍ ଷ୍ଟେସନରେ ଅଛନ୍ତି ।
ସେ ତାଙ୍କ ବନ୍ଧୁ ମାର୍ଟିନଙ୍କୁ ଦେଖିଲେ ।
ସେ ଜଣେ ମହିଳାଙ୍କ ସହିତ ଅଛନ୍ତି ।
ହେଲୋ, ମାର୍ଟିନ୍!
ହେଲୋ, ଲିନ୍!
Tap what you hear
ହେଲୋ, ମୋ ନାମ ହେଉଛି ଭେରୋନିକା ।
ତୁମକୁ ଭେଟି ଭଲ ଲାଗିଲା, ମୁଁ ଲିନ୍ ।
Select the missing phrase
ମୋତେ ଟିକେଟ୍ କିଣିବାକୁ ପଡିବ, ମାର୍ଟିନ୍!
ତୁମକୁ ଭେଟି ଭଲ ଲାଗିଲା ଲିନ୍!
ଭେରୋନିକା ଟିକେଟ୍ କିଣିବାକୁ ଯାଆନ୍ତି ।
ଭେରୋନିକା ଭଲ ଅଟନ୍ତି ।
ହଁ, ସେ ବହୁତ ଭଲ ଅଟନ୍ତି ।
Choose the option that means "nice." ହଁ , ସେ ବହୁତ ଭଲ ଅଟନ୍ତି ।
ଏବଂ ସୁନ୍ଦର ।
ହଁ, ହଁ!
ସେ ହେଉଛନ୍ତି ପରଫେକ୍ଟ ଗାର୍ଲଫ୍ରେଣ୍ଡ ।
ଗାର୍ଲଫ୍ରେଣ୍ଡ ନୁହେଁ, ଭେରୋନିକା ମୋ ମାଆ!
ତୁମରି... ତୁମ ମାଆ?
ହଁ!
ହଁ, ମୋ ଟ୍ରେନ୍ ଆସିଗଲାଣି, ବିଦାୟ!
Tap the pairs ଟ୍ରେନ୍ train ମାଆ mother ପରଫେକ୍ଟ perfect ତୁମକୁ ଭେଟି ଭଲ ଲାଗିଲା nice to meet you ନାମ name