ଧନ୍ୟବାଦ

ଧନ୍ୟବାଦ

ଜାରୀ ଲିଲିକୁ ଏକ ଉପହାର ଦିଏ ।
Lilyଏହା କଣ?
Zariଖୋଲିଦିଅ ।
ଲିଲି ଉପହାରକୁ ଖୋଲିଲେ ।
Lilyଏହା ଗୋଟିଏ ସାର୍ଟ ।
Zariକେତେ ସୁନ୍ଦର!
Lilyଏହା ନାଲି ।
Zariହଁ, ଏହା ମୋର ପ୍ରିୟ ରଙ୍ଗ ।
Lilyଏବଂ ଏଥିରେ ଏକ ବିଲେଇ ଅଛି ।
Zariମୁଁ ବିଲେଇ ପସନ୍ଦ କରେ ।
Lilyଏବଂ ବିଲେଇଟି ଏକ କାର ଭିତରେ ଅଛି…
Zariହଁ, ଏହା ବହୁତ କୌତୁକିଆ ।
Zariଏହା ହେଉଛି ପରଫେକ୍ଟ ଜନ୍ମଦିନ ଉପହାର ।
Lilyଜାରୀ ଏହା ମୋର ଜନ୍ମଦିନ ନୁହେଁ ।
Zariମୁଁ ଜାଣେ… ଆଜି ମୋର ଜନ୍ମଦିନ ଅଟେ ।
Lilyଓଃ…
Zariତୁମେ ସବୁବେଳେ ମୋ ଜନ୍ମଦିନ ଭୁଲିଯାଉଛ ।
Zariଏବେ ତୁମେ ମୋତେ ଏହି ସାର୍ଟ ଦେଇପାରିବ?
Lilyଠିକ୍ ଅଛି, ଧନ୍ୟବାଦ ।
Zariନା, ନା, ତୁମକୁ ଧନ୍ୟବାଦ ।