ଲିନ୍ ବି'ଙ୍କ ଘରେ ଅଛନ୍ତି, ସେ ରୋଷେଇ ଘରକୁ ଗଲେ ।
ସେ ଟେବୁଲ ଉପରେ ବହୁତ ଖାଦ୍ୟ ଏବଂ ଚାରି ବୋତଲ ୱାଇନ ଦେଖିଲେ ।
ୱାଃ! ଏଠାରେ ବହୁତ ଖାଦ୍ୟ ଅଛି!
ହଁ, ମୋ ପରିବାର ରାତ୍ରୀଭୋଜନ କରିବାକୁ ଆସୁଛନ୍ତି ।
ଓଃ, ମୁଁ ଏଥିରୁ କିଛି କେକ୍ ଖାଇପାରେ କି?
ନା ।
Select the missing phrase
କିନ୍ତୁ ତୁମ ପାଖରେ ତିନିଟା କେକ୍ ଅଛି ।
ମୋତେ ତିନୋଟି କେକ୍ ଦରକାର ।
ଆଚ୍ଛା, ମୁଁ ଗୋଟେ ଗ୍ଲାସ୍ ୱାଇନ ପିଇପାରେ କି?
What's next?
ତୁମ ପାଖରେ ଚାରି ବୋତଲ ୱାଇନ ଅଛି।
ମୋତେ ସେହି ସବୁ ୱାଇନ ଦରକାର ।
ମୁଁ କିଛି ପିଜ୍ଜା ଖାଇପାରିବି କି?
ନା, ଲିନ୍ ।
ଠିକ୍ ଅଛି, ତୁମ ପରିବାର ସହିତ କେତେବେଳେ ରାତ୍ରୀ ଭୋଜନ ହେବ?
ଓଃ, ମୋ ପରିବାର ସହିତ ରାତ୍ରୀଭୋଜନ ଆସନ୍ତା ସପ୍ତାହରେ ହେବ ।
Choose the option that means "next." ଓଃ , ମୋ ପରିବାର ସହିତ ରାତ୍ରୀଭୋଜନ ଆସନ୍ତା ସପ୍ତାହରେ ହେବ ।
Tap what you hear
ଏସବୁ କେବଳ ମୋରି ପାଇଁ ।
କ'ଣ?
ମୋର ଗୋଟେ ବହୁତ କଷ୍ଟକର ପରିବାର ଅଛି, ମୁଁ ନର୍ଭସ ହୋଇଯାଉଛି ।
ମୋତେ ଏବେ ଏସବୁ ଖାଦ୍ୟ ଏବଂ ସମସ୍ତ ୱାଇନ ଦରକାର ।
Tap the pairs la próxima next esto this la casa de Bea Bea's house me puedo beber I can drink a to