ଲିଲି ଓ ଜାରୀ ଏକ ପାର୍ଟିରେ। ମୋତେ ଏହି ପାର୍ଟି ଭଲ ଲାଗୁଛି, ମୁଁ ନାଚିବାକୁ ଚାହେଁ। Select the missing phrase ମୁଁ ନାଚେନାହିଁ। ଆରେ.. ସେ ଲୋକଟି କିଏ? ସେ ହ୍ୟାଣ୍ଡସମ ଲାଗୁଛନ୍ତି। ସେ ମୋ ଇଂରାଜୀ କ୍ଳାସରେ ଅଛନ୍ତି, ଏଇଟା ତାଙ୍କ ପାର୍ଟି। ତାଙ୍କ ନାମ କ'ଣ? ଜୁଆନ୍ ପେଡ୍ରୋ? ମୁଁ ଜାଣିନାହିଁ। ହେଲୋ, ଆମେ ତୁମ ସହିତ କଥା ହୋଇପାରିବୁ କି? ଜାରୀ, ତୁମେ ଏ କ'ଣ କରୁଛ? ଏବେ ସେ ଆମ ସହିତ କଥା ହେବାକୁ ଚାହିଁବେ। ପରଫେକ୍ଟ। ନା, ମୋର ତାଙ୍କ ନାମ ମନେ ନାହିଁ। ତାଙ୍କ ନାମ ହେଉଛି ଆଣ୍ଟୋନିଓ। ନା। ଥୋମାସ୍। ନା। ତାଙ୍କ ନାମ ହେଉଛି… What comes next? ଜାରୀ ତାଙ୍କୁ କିପରି ଡକାଯାଏ ମୁଁ ଜାଣିନାହିଁ! ଦେଖ! ସେ ଏଠାକୁ ଆସୁଛନ୍ତି। ଓଃ, ନା... ହେଲୋ, ଲିଲି! Select the missing phrase ଇଂରାଜି ପରୀକ୍ଷା ପାଇଁ ତୁମେ ପ୍ରସ୍ତୁତ ଅଛ? ହଁ.. ପୁଅଟି ଜାରୀକୁ ଦେଖୁଛି। ଜାରୀ ଲିଲିକୁ ଦେଖୁଛି। ଲିଲି କିଛି କହୁନାହିଁ। ହେଲୋ, ମୁଁ ଜାରୀ। ତୁମକୁ ଭେଟି ଭଲ ଲାଗିଲା, ଜାରୀ! ତୁମର ନାମ କ'ଣ? ଲିଲି ତୁମର ନାମ ମନେ ପକାଇପାରୁନାହିଁ? ଜାରୀ! Tap the pairs ତାଙ୍କ ନାମ କ'ଣ what's his name କ'ଣ what ଇଂରାଜି English ଏଠାକୁ (to) here ହେଲୋ hello