ଏକ ଆଶ୍ଚର୍ଯ୍ୟଜନକ ଶେଷ

ଏକ ଆଶ୍ଚର୍ଯ୍ୟଜନକ ଶେଷ

ବିକ୍ରମ ତାଙ୍କ ବିଛଣାରେ ପଢ଼ୁଛନ୍ତି, ତାଙ୍କ ପତ୍ନୀ ପ୍ରୀତି ତାଙ୍କ ପାଖରେ ଅଛନ୍ତି।
Pritiବିକ୍ରମ ମୁଁ ଥକି ଯାଇଛି ତୁମେ ଲାଇଟ ବନ୍ଦ କରିପାର।
Vikramମୋତେ ନିଦ ଲାଗୁନାହିଁ! ଏହି ପୁସ୍ତକଟି ବହୁତ ରୋମାଞ୍ଚକର!
Vikramଜଣେ ପୁରୁଷ ଏକ ବିମାନରେ।
Vikramସେ ତାଙ୍କ ସ୍ତ୍ରୀଙ୍କୁ ଦେଖା କରିବା ପାଇଁ ଯାତ୍ରା କରୁଛନ୍ତି କିନ୍ତୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଛି।
Pritiମୁଁ ତୁମକୁ ଏହାର ଶେଷ ଅଂଶ କହିବି କିନ୍ତୁ ତାପରେ ତୁମେ ଲାଇଟ ବନ୍ଦ କରିଦେବ, ଠିକ୍ ଅଛି।
Vikramହଁ, ତୁମେ ଏହି ବହି ପଢିସାରି ଶେଷ ଅଂଶ ମତେ କହିବ, ତାପରେ ମୁଁ ଲାଇଟ ବନ୍ଦ କରିଦେବି।
Pritiପୁରୁଷଟିର ପତ୍ନୀ ଗୋଟେ ଭୂତ।
Pritiସେ ବିମାନ ଦୁର୍ଘଟଣାରେ ମରିବାକୁ ଯାଉଛନ୍ତି। ଏବଂ ସେମାନେ ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି।
Vikramତାହା ଅଜବ, କିନ୍ତୁ ଏବେ ମୁଁ ଲାଇଟ ବନ୍ଦ କରୁଛି।
ପରଦିନ ବିକ୍ରମ ପ୍ରୀତିଙ୍କ ସହ ପୁସ୍ତକ ବିଷୟରେ କଥା ହେଉଥିଲେ।
Vikramସେହି ପୁସ୍ତକର ଶେଷ ଅଂଶ ଏକ ଆଶ୍ଚର୍ଯ୍ୟ ଥିଲା।
Pritiବିକ୍ରମ, ତାହା ପୁସ୍ତକର ଶେଷ ଅଂଶ ନୁହେଁ।
Vikramକ'ଣ?
Pritiମୁଁ କେବେ ସେହି ପୁସ୍ତକ ପଢ଼ିନଥିଲି, କିନ୍ତୁ ମୁଁ ଥକି ଯାଇଥିଲି ଆଉ ମୁଁ ଶୋଇବାକୁ ଚାହୁଁଥିଲି।