ସୁପ୍ରଭାତ, ପ୍ରିତୀ!
ସୁପ୍ରଭାତ, ମୋ ପ୍ରିୟ!
ମୋର ଚାବି କେଉଁଠାରେ ଅଛି?
ତୁମ ଚାବି?
ହଁ, ମୋତେ କାମ ପାଇଁ ଯିବାକୁ ହେବ ।
Tap what you hear
ମୋତେ ମୋ କାର୍ର ଚାବି ଦରକାର!
ହାଃ, ହାଃ, ପ୍ରୀତି ତୁମର ଚାବିଗୁଡିକ ଏହି ଟେବୁଲ୍ ଉପରେ ଅଛି ।
କ୍ଷମା ଚାହୁଁଛି ମୋ ପ୍ରିୟ, ମୁଁ ବେଶି କାମ କରୁଥିବାରୁ, ମୁଁ କ୍ଳାନ୍ତ!
Choose the option that means "tired." କ୍ଷମା ଚାହୁଁଛି ମୋ ପ୍ରିୟ , ମୁଁ ବେଶି କାମ କରୁଥିବାରୁ , ମୁଁ କ୍ଳାନ୍ତ !
କଫି ଚାହୁଁଛ କି?
ହଁ, ଦୟାକରି!
ଏଇଠି ଅଛି ମୋ ପ୍ରିୟ !
ଚିନି କେଉଁଠାରେ ଅଛି? ଓଃ, ଏଠାରେ ଅଛି ।
ସେ ତାଙ୍କ କଫି ପିଇଲେ ।
ଓଃ, ନା!
କ’ଣ?
ଏହା ଲୁଣ!
ପ୍ରିତୀ, ତୁମେ ବହୁତ ଥକି ଯାଇଛ!
ହଁ, ମୋତେ ଆହୁରି ଅଧିକା କଫି ଦରକାର… ଚିନି ସହିତ, ଲୁଣ ସହିତ ନୁହେଁ!
Tap the pairs କ’ଣ what କଫି coffee ଲୁଣ salt ଚାବି keys ଏହା that