ବି ଏକ ରେଷ୍ଟୁେରାଣ୍ଟରେ ଏକ ଡେଟରେ ଅଛନ୍ତି ।
ନମସ୍କାର! ଆପଣ କେମିତି ଅଛନ୍ତି?
ଭଲ ଅଛି!
ତୁମେ କ’ଣ ଖାଇବାକୁ ଚାହିଁବ?
ଗୋଟିଏ ସାଲାଡ୍ ।
Select the missing phrase
ଆଜି ପାଇଁ ମୁଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଖେଳ ରଖିଛି ।
ଆଚ୍ଛା, ତୁମକୁ ଏ ଖେଳ ପସନ୍ଦ ହେଲା କି?
ହଁ, ମୁଁ ଫୁଟବଲ୍ ଖେଳେ ।
ମୁଁ ମଧ୍ୟ!
ବଢିଆ!
ତୁମେ କେଉଁଠାରୁ ଆସିଛ?
ମୁଁ ଆମେରିକୀୟ ।
Tap what you hear
ମୋ ବାପା କ୍ୟୁବାରୁ ଏବଂ ମୋ ମାଆ ମେକ୍ସିକୋରୁ ।
ମୋତେ କ୍ୟୁବା ଭଲ ଲାଗେ!
କ୍ୟୁବା ବହୁତ ସୁନ୍ଦର ଅଟେ ।
ତୁମେ ପୋଷା ପ୍ରାଣୀ ରଖିଛ କି?
ମୁଁ ଦୁଇଟା ବିଲେଇ ଆଉ ଗୋଟିଏ କୁକୁର ରଖିଛି ।
ମୋର ମଧ୍ୟ ଏକ କୁକୁର ଅଛି, ଜୋଶ୍ ।
Choose the option that means "also." ମୋର ମଧ୍ୟ ଏକ କୁକୁର ଅଛି , ଜୋଶ୍ ।
ଆଚ୍ଛା, ମୋର ନାମ ଡାନିଏଲ ।
ତୁମେ, ଗାବ୍ରିଏଲା ନୁହଁ କି?
ନା ।
ମୋର ନାମ ବି!
ଜଣେ ସ୍ତ୍ରୀ ଲୋକ ଡାନିଏଲଙ୍କ ପାଖକୁ ଚାଲିକି ଆସିଲେ ।
ନମସ୍କାର, ଆପଣ ଡାନିଏଲ କି, ମୁଁ ଗାବ୍ରିଏଲା ।
ନା, ମୁଁ ଦୁଃଖିତ, ମୁଁ ଜୋଶ୍ ।
Tap the pairs ମଧ୍ୟ too ଡେଟରେ on a date ନା no ଜଣେ a (person) ନମସ୍କାର hello