ଏଡି ସୁପରମାର୍କେଟରେ ଅଛନ୍ତି । ଜଣେ ସ୍ତ୍ରୀ ଲୋକ ତାଙ୍କୁ ପଚାରିଲେ । ନମସ୍କାର । ଆଜ୍ଞା, ନମସ୍କାର । ଆପଣ ଜଣେ ଡାକ୍ତର? ମୁଁ ଜଣେ ଡାକ୍ତର? ଓ-ହୋ… ହଁ ମୁଁ ଜଣେ ଡାକ୍ତର । ଏହା ଭଲ କଥା । ଏଡି ଜଣେ ଡାକ୍ତର ନୁହଁନ୍ତି । Tap what you hear ମୋ ପାଖରେ ବହୁତ ଟଙ୍କା ଅଛି । ମୁଁ ଗୋଟେ ବିରାଟ ବଡ ଘରେ ବାସ କରେ । ମୋ ପାଖରେ ବହୁତ ଦାମିକା ପ୍ୟାଣ୍ଟ ଅଛି । ଠିକ୍ ଅଛି… କିନ୍ତୁ ... ବର୍ତ୍ତମାନ ସେ ଲୋକ ଜଣେ ଡାକ୍ତର ଆବଶ୍ୟକ କରୁଛନ୍ତି! ସେ କ୍ଷୀର ଥାକ ପାଖରେ ଅଛନ୍ତି! ଦୟାକରନ୍ତୁ, ସେ ଲୋକଟି ଆପଣଙ୍କ ସହାୟତା ଆବଶ୍ୟକ କରନ୍ତି! ସେ ବହୁତ ଅସୁସ୍ଥ ଅଛନ୍ତି । Choose the option that means "sick." ସେ ବହୁତ ଅସୁସ୍ଥ ଅଛନ୍ତି । ଓଃ, ନା! ଏଡି ଜଣେ ସ୍ତ୍ରୀ ଲୋକଙ୍କୁ ଦେଖିବା ପରେ ତାଙ୍କ ସହିତ କଥାବାର୍ତ୍ତା ହୁଅନ୍ତି । ଆଜ୍ଞା, ଆପଣ ଜଣେ ଡାକ୍ତର? Tap the pairs ଆଜ୍ଞା excuse me ଓଃ oh ବହୁତ very ଡାକ୍ତର doctor ପରେ after