ସଲମା, ଆନାଙ୍କ ପରିବାରକୁ ଭେଟିବାକୁ ଯାଉଛନ୍ତି । ଆନା, ମୋର ସବୁଠାରୁ ପସନ୍ଦର ଝିଅ । ହା, ହା, ହା, ହା… ମାଆ, ତୁମର କେବଳ ଗୋଟିଏ ଝିଅ ଅଛି । ଇଏ ମୋ ଗାର୍ଲଫ୍ରେଣ୍ଡ, ସଲମା । Choose the option that means "girlfriend." ଇଏ ମୋ ଗାର୍ଲଫ୍ରେଣ୍ଡ , ସଲମା । ସୁପ୍ରଭାତ! ସଲମା ଇଏ ହେଲେ ମୋ ଭାଇ ଥୋମାସ । ନମସ୍କାର । Tap what you hear ଆଉ ଇଏ ହେଉଛନ୍ତି ମୋର ଜେଜେବାପା । ସୁପ୍ରଭାତ! ଇଏ ହେଉଛନ୍ତି ମୋ ବାପା ଆଉ ଇଏ ହେଉଛନ୍ତି ମୋର ଭାଇ ଜୁଲିଓ । ସୁପ୍ରଭାତ, ନମସ୍କାର! ଇଏ ହେଉଛନ୍ତି ମୋର ଭାଇ ମାରିଓ ଆଉ ମୋର ଭାଇ ଜାଭିୟର । ନମସ୍କାର ମାରିଓ, ନମସ୍କାର ଜାଭିୟର । Select the missing phrase ତୁମର ଏକ ବହୁତ ବଡ ପରିବାର ! କିନ୍ତୁ ମୋର ଗୋଟିଏ ମାତ୍ର ଝିଅ ଅଛି… ମାଆ… ଭୁଲ କହିଲି… ବର୍ତ୍ତମାନ ମୋର ଦୁଇ ଜଣ ଝିଅ ଅଛନ୍ତି । ପରିବାରକୁ ସ୍ୱାଗତ ସଲମା! ଧନ୍ୟବାଦ । Tap the pairs ସବୁଠାରୁ~ପସନ୍ଦର favorite ସ୍ୱାଗତ welcome ବଡ big ଭୁଲ କହିଲି sorry ବର୍ତ୍ତମାନ now