ବିକ୍ରମ ଏବଂ ତାଙ୍କ ସ୍ତ୍ରୀ ପ୍ରୀତି ଏୟାରପୋର୍ଟରେ । ଓଃ, ନା, ମୋ ପାସପୋର୍ଟ କୁଆଡେ ଗଲା? ଏହା ଏଠାରେ ନାହିଁ । ବିକ୍ରମ… Select the missing phrase ଏହା ମୋ ବ୍ୟାଗ୍ ଭିତରେ ନାହିଁ… ଏବଂ ଏହା ମୋ ଜ୍ୟାକେଟ୍ ଭିତରେ ବି ନାହିଁ । ଭିକି… ଏହା ଟାକ୍ସି ଭିତରେ! ବିକ୍ରମ ତାଙ୍କ ଟାକ୍ସି ଖୋଜିବା ପାଇଁ ଦୌଡିଲେ । ଭିକି, ନା! Tap what you hear ପ୍ରୀତି ବିକ୍ରମଙ୍କ ପଛରେ ଦୋଡିଲେ । ଓଃ, ନା ଟାକ୍ସି ଏଠାରେ ନାହିଁ । ଏହା, ଅସମ୍ଭବ! ବିକ୍ରମ... ତୁମର ପାସପୋର୍ଟ ଟାକ୍ସି ଭିତରେ ନାହିଁ । ପାସପୋର୍ଟ ତୁମ ହାତରେ ଅଛି । Choose the option that means "in your hand." ପାସପୋର୍ଟ ତୁମ ହାତରେ ଅଛି । ଓଃ… ଧନ୍ୟବାଦ, ମୋ ପ୍ରିୟା । Tap the pairs ଧନ୍ୟବାଦ thank you ପାସପୋର୍ଟ passport ଭିତରେ runs after ତୁମ ହାତରେ in your hand ଏହା this