ଲିଲି ତାଙ୍କ ସାଙ୍ଗ ଜାରୀ ସହିତ ଏକ ପୋଷାକ ଦୋକାନ ଭିତରେ ଅଛନ୍ତି । ଏହି ଦୋକାନ ବହୁତ ମହଙ୍ଗା ଅଟେ । ହଁ… ୱାୱ... Select the missing phrase ଏହି ନାଲି ଜ୍ୟାକେଟ ପରଫେକ୍ଟ ହେବ । ହଁ, ହଁ, ଜାରୀ… ମୋତେ ଏହି ରଙ୍ଗ ଭଲ ଲାଗେ! ଜାରୀ? ମୁଁ ଏହି ଜ୍ୟାକେଟ କିଣିବାକୁ ଚାହୁଁଛି! Choose the option that means "to buy." ମୁଁ ଏହି ଜ୍ୟାକେଟ କିଣିବାକୁ ଚାହୁଁଛି ! ଜାରୀ! କ’ଣ? ଜ୍ୟାକେଟର ମୂଲ୍ୟ ପାଞ୍ଚଶହ ଡଲାର ହେବ । କ’ଣ! ଜାରୀ ତୁମ ପାଇଁ ଏକ ନୂଆ ଜ୍ୟାକେଟ ଅନାବଶ୍ୟକ । କିନ୍ତୁ… ଲିଲି, ଆଜି ମୋର ଜନ୍ମଦିନ… Choose the option meaning "birthday." କିନ୍ତୁ … ଲିଲି , ଆଜି ମୋର ଜନ୍ମଦିନ … ଆଚ୍ଛା, ହଉ? ଏବଂ ତୁମେ ମୋର ଘନିଷ୍ଠ ସାଙ୍ଗ । ହଁ… ଆଉ? ଆଉ ମୋ ପାଇଁ ପରଫେକ୍ଟ ଉପହାର ହେଉଛି… ଏକ ଶସ୍ତା ଜ୍ୟାକେଟ । Tap the pairs କିନ୍ତୁ but ହଁ hmm ଜନ୍ମଦିନ birthday ଶସ୍ତା cheap ଜ୍ୟାକେଟ jacket