ବି ତାଙ୍କ ବନ୍ଧୁ ଏଡିଙ୍କ ସହ ଏକ ରେଷ୍ଟୁରାଣ୍ଟକୁ ଗଲେ । ହେଲୋ ବି! ଏଡି, ତୁମେ କେମିତି ଅଛ? ହଁ, ମୋର ଆଜି ରାତିରେ ଜଣେ ଝିଅ ସହିତ ଡେଟ୍ ଅଛି । ଭଲ! Select the missing phrase ହଁ, କିନ୍ତୁ ମୁଁ ବହୁତ ଅସୁସ୍ଥ । ଓଃ, ମୁଁ ଦୁଃଖିତ । ମୁଁ ବହୁତ କ୍ଳାନ୍ତ । ଏବଂ ମୋତେ ଥଣ୍ଡା । ହଁ… Tap what you hear ତୁମକୁ ଡାକ୍ତରଙ୍କୁ ଦେଖା କରିବାକୁ ହେବ! ନା, ମୁଁ ଠିକ୍ ଅଛି । ଆଜି ରାତିରେ ମୋର ଏକ ଡେଟ୍ ଅଛି । ତୁମେ (ତୁମ) ଡେଟକୁ ଯିବା ଦରକାର ନାହିଁ । ମୁଁ ତୁମ ପାଇଁ ଉପଯୁକ୍ତ ବ୍ୟକ୍ତିଙ୍କୁ ଜାଣେ । ସତରେ? ହଁ, ସେ ଡେଙ୍ଗୀ… … ବୁଦ୍ଧିମତୀ… ଆଉ ସେ ମଜାଳିଆ କି? ହଁ, ସେ ବହୁତ ମଜାଳିଆ । Select the missing phrase ସେ ପରଫେକ୍ଟ! ତାଙ୍କର ନାମ କ’ଣ? ଡାକ୍ତର ହର୍ନାଣ୍ଡେଜ୍ । ତୁମକୁ ଏବେ ତାଙ୍କ ଅଫିସକୁ ଯିବାକୁ ପଡିବ… … କାରଣ ତୁମେ ବହୁତ ଅସୁସ୍ଥ ଅଛ । Tap the pairs para for pero but su oficina her office un restaurante a restaurant De verdad really