ଜୁନିୟରଙ୍କ ନିଷ୍ପତ୍ତି

ଜୁନିୟରଙ୍କ ନିଷ୍ପତ୍ତି

ଜୁନିୟରଙ୍କ ସ୍କୁଲରେ ଏହା ମଧ୍ୟାହ୍ନ ଭୋଜନ ସମୟ ।
Juniorସୁପ୍ରଭାତ ଶ୍ରୀମତୀ ପେରେଜ୍, ମୁଁ ବହୁତ ଭୋକିଲା ।
Mrs. Pérezହେଲୋ ଜୁନିୟର, ଆଜି ଆମେ ଚିକେନ୍ କରିଛୁ ।
Mrs. Pérezଏବଂ ଚିକେନ୍ ସହିତ…
Mrs. Pérez… ତୁମେ ସାଲାଡ୍ କିମ୍ବା ଫ୍ରାଏଜ୍ ଖାଇପାରିବ ।
Juniorମୁଁ ଫ୍ରାଏଜ୍ ଓ ସାଲାଡ୍ ଚାହେଁ ।
Mrs. Pérezତୁମେ ଦୁଇଟି ଜିନିଷ ମଧ୍ୟରୁ କେବଳ ଗୋଟିଏ ଖାଇପାରିବ ଜୁନିୟର!
Juniorଆଚ୍ଛା, ମୋତେ ଫ୍ରାଏଜ୍ ଭଲ ଲାଗେ…
Juniorଆଉ ଏହା ବହୁତ ଲମ୍ବା ଦିନ ହେବାକୁ ଯାଉଛି…
Junior… କିନ୍ତୁ ସାଲାଡ୍ ହେଉଛି ସ୍ୱାସ୍ଥ୍ୟପ୍ରଦ ।
Mrs. Pérezଜୁନିୟର?
Juniorଫ୍ରାଏଜ୍ କିମ୍ବା ସାଲାଡ୍, ଉଁ…
Juniorଠିକ୍ ଅଛି, ମୁଁ ଚାହୁଁଛି ସାଲାଡ୍, ନା, ନା, ଫ୍ରାଏଜ୍ ନା, ନା…
Juniorଓଃ, ମୁଁ ଜାଣିପାରୁନି!
Mrs. Pérezଜୁନିୟର!
Juniorଆଜ୍ଞା ହଁ, ଶ୍ରୀମତୀ ପେରେଜ୍!
Mrs. Pérezଏଇ ନିଅ, ତୁମ ପାଇଁ ଫ୍ରାଏଜ୍ ଓ ସାଲାଡ୍ ।