ଏକ ଅତ୍ୟନ୍ତ ମଇଳା ଆପାର୍ଟମେଣ୍ଟ

ଏକ ଅତ୍ୟନ୍ତ ମଇଳା ଆପାର୍ଟମେଣ୍ଟ

ବି ତାଙ୍କ ବନ୍ଧୁ ମାରିନାଙ୍କ ଆପାର୍ଟମେଣ୍ଟରେ ଅଛନ୍ତି।
Beaହେଲୋ ମାରିନା, କେମିତି ଅଛ?
Speaker175ଅତି ଖରାପ ।
Beaଓଃ.. ନା କିନ୍ତୁ କାହିଁକି?
Speaker175ମୁଁ ଆଉ ମୋର ନୂଆ ସହବାସୀ ସବୁବେଳେ ଯୁକ୍ତିତର୍କ କରୁଛୁ।
Beaମୋତେ ଆଶ୍ଚର୍ଯ୍ୟ ଲାଗୁନି! ରୋଷେଇ ଘର ବହୁତ ଅସନା।
Speaker175ହଁ, ମୁଁ ଜାଣେ।
Beaଆଉ ଟେବୁଲ ଉପରେ ତାହା କ'ଣ ଅଛି? ପୁରୁଣା ପନିର?
Speaker175ହଁ, ଛି!
Beaଚେୟାର ଉପରେ ମଧ୍ୟ ମଇଳା ପୋଷାକ ପଡିଛି।
Beaକିନ୍ତୁ ମାରିନା, ଏହା ତୁମ ସାର୍ଟ୍।
Speaker175ହଁ।
Beaଏଗୁଡିକ ତୁମରି ପୋଷାକ।
Beaଆଉ ପୁରୁଣା ପନିର ମଧ୍ୟ ତୁମର?
Speaker175ହଁ, ମୁଁ କେବେ ସଫା କରେ ନାହିଁ, ସେଥିପାଇଁ ମୋ ସହବାସୀ ସବୁବେଳେ ରାଗିଥାଏ।
Speaker175ଏହା ଅତି ଖରାପ ।