ତାହା କଳାକୃତି

ତାହା କଳାକୃତି

ଏଡି ଏବଂ ତାଙ୍କ ବନ୍ଧୁ ଓସ୍କାର ଏକ କଳାକୃତି ସଂଗ୍ରହାଳୟରେ ଅଛନ୍ତି।
ଏଡି ଏକ କୁକୁରର ଚିତ୍ରକୁ ଦେଖୁଥିଲେ।
Eddyଏହା ମୋର ପ୍ରିୟତମ ଚିତ୍ର।
Oscarସେହି ଚିତ୍ରଟି ନିରସ।
Eddyକ'ଣ? କୁକୁରଗୁଡିକ ଭାରି କୌତୁକିଆ।
Oscarଏଡି, ମୁଁ ଜଣେ କଳା ଶିକ୍ଷକ…
Oscar… ଆଉ ସେ ଚିତ୍ରଟି ଏକ କଳାକୃତି ନୁହେଁ।
Eddyକାହିଁକି?
Oscarକଳା ଆକର୍ଷଣୀୟ....
Oscarକଳା ମନୋହର...
ଓସ୍କାର ଗୋଟେ ଚେୟାର ଉପରେ ଏକ ସାଣ୍ଡୱିଚ୍ ଥିବାର ଦେଖନ୍ତି।
Oscarତାହା କଳାକୃତି!
Eddyଗୋଟେ ଚେୟାର ଉପରେ ଏକ ସାଣ୍ଡୱିଚ୍?
Oscarହଁ, ଏହା ଆକର୍ଷଣୀୟ ଆଉ ମନୋହର, କଳାକାର ଜଣକ ଅଦ୍ଭୂତ!
Eddyଓଃ... ମୁଁ କଳାକୃତି ବିଷୟରେ କିଛି ବୁଝିପାରୁନାହିଁ।
ଜଣେ ଲୋକ ଆସି ସାଣ୍ଡୱିଚ୍ ଖାଇବାକୁ ଲାଗିଲେ।
Oscarମୋତେ କ୍ଷମା କରିବେ, ଆପଣ ଏ କ'ଣ କରୁଛନ୍ତି, ତାହା ଏକ କଳାକୃତି।
Speaker307କ'ଣ?.. ଏହା କଳାକୃତି ନୁହେଁ ବରଂ ମୋର ମଧ୍ୟାହ୍ନ-ଭୋଜନ।