ୱେଟର ଠିକ୍ କହୁଛନ୍ତି

ୱେଟର ଠିକ୍ କହୁଛନ୍ତି

ବି ଏବଂ ତାଙ୍କ ବନ୍ଧୁ ଫେଡେରିକୋ ଏକ ରେଷ୍ଟୁରାଣ୍ଟରେ।
Beaମୋତେ ଭୋକ କରୁଛି।
Speaker440ଏଠାକାର ମାଛ ବହୁତ ସ୍ୱାଦିଷ୍ଟ।
ଟେବୁଲ ପାଖକୁ ଜଣେ ୱେଟର ଆସିଲେ।
waiterଶୁଭସନ୍ଧ୍ୟା, ଆପଣ ଆଜି କ'ଣ ଖାଇବାକୁ ଚାହୁଁଛନ୍ତି?
Beaଦୟାକରି, ମାଛ ଆଣନ୍ତୁ।
waiterବହୁତ ଭଲ, ଆଉ ଆପଣ କ'ଣ ପିଇବାକୁ ଚାହୁଁଛନ୍ତି?
waiterଆମ ପାଖରେ ଗୋଟେ ଅତି ସ୍ୱତନ୍ତ୍ର ସୁରା ଉପଲବ୍ଧ ଅଛି।
waiterଆଉ ଏହା ମାଛ ସହିତ ପରଫେକ୍ଟ।
waiterକିନ୍ତୁ ଏହା ଟିକେ ମହଙ୍ଗା…
Speaker440ଏହା ଏକ ସ୍ଵତନ୍ତ୍ର ରାତି ଏବଂ ଆମେ ତୁମର ସ୍ଵତନ୍ତ୍ର ସୁରା ବୋତଲରୁ ଗୋଟେ ଚାହୁଁଛୁ।
waiterବହୁତ ଭଲ।
ୱେଟର ମାଛ ଏବଂ ସୁରା ବୋତଲ ସହିତ ଟେବୁଲ ପାଖରେ ପହଞ୍ଚିଲେ।
Beaଏହା ସ୍ୱାଦିଷ୍ଟ ଦେଖାଯାଉଛି।
Speaker440ହଁ, ବହୁତ ସ୍ୱାଦିଷ୍ଟ।
ଫେଡୋରିକୋ ବି'ଙ୍କ ପ୍ଲେଟ ଉପରେ ତାଙ୍କ ସୁରା ଢାଳିଲେ।
Speaker440ନା, ତୁମ ମାଛ?
Beaଆଉ... ତୁମ ସୁରା?
ବି ଖାଇଲେ।
Beaୱେଟର ଠିକ୍ କହୁଥିଲେ।
Beaଏହି ସୁରା ମାଛ ସହିତ ପରଫେକ୍ଟ ।