ମୋର ସବୁବେଳେ ବିଳମ୍ବ

ମୋର ସବୁବେଳେ ବିଳମ୍ବ

ଲିନ୍ ଏବଂ ଲୁସି ଟିଭି ଦେଖୁଛନ୍ତି।
Lucyଏବେ ଛଅଟା ତିରିଶ ବାଜିଛି।
Linଓଃ, ନା ବି'ର ପାର୍ଟି ଆଉ ମାତ୍ର ଅଧଘଣ୍ଟା ଭିତରେ।
Linମୁଁ ଡେରି ନ କରିବା ଉଚିତ।
ଲିନ୍ ବସ୍ ଷ୍ଟପକୁ ଦୌଡ଼ିକରି ଯାଏ, ତଥାପି ବହୁତ ବିଳମ୍ବ ହୁଏ ।
Linଆରେ... ନା ମୋ ବସ୍।
Linଏବେ ମୋତେ ଗୋଟେ ଟାକ୍ଶି ଡାକିବାକୁ ହେବ।
ଲି‍ନ‍ଙ୍କ‍ ଫୋନ କାମ କରେନାହିଁ।
Linଆରେ... ନା... ବ୍ୟାଟେରୀ...
ଲିନ୍ ରେଷ୍ଟୁରାଣ୍ଟକୁ ଦୌଡିକି ଯାଏ, ସେ ସେଠାରେ ବି'ଙ୍କୁ ଦେଖେ।
Linବି, ମୁଁ ଏଠାରେ!
Linରୁହ ଟିକେ, ତୁମର ସମସ୍ତ ବନ୍ଧୁମାନେ କେଉଁଠି ଅଛନ୍ତି? ସାତଟା ବାଜିଲାଣି!
Beaହା, ହା, ତୁମେ ସବୁବେଳେ ବିଳମ୍ବରେ ପହଞ୍ଚୁଥିବା ହେତୁ ତୁମ ନିମନ୍ତ୍ରଣ ପତ୍ରରେ ପାର୍ଟି ସାତଟାରେ ଆରମ୍ଭ ହେବ ବୋଲି ଲେଖାଯାଇଛି।
Beaକିନ୍ତୁ ମୋର ପାର୍ଟି ଆଠଟାରେ ଅଛି।