ଓସ୍କାରଙ୍କ ଫୁଲ

ଓସ୍କାରଙ୍କ ଫୁଲ

ଓସ୍କାର ତାଙ୍କ ବଗିଚାରେ ଠିଆ ହୋଇଥିବା ସମୟରେ ତାଙ୍କ ବନ୍ଧୁ ଏଡିଙ୍କୁ ଦେଖିଲେ।
Oscarଏଡି ଆଉ ସେହି ସୁନ୍ଦର ଓ ଋଚିପୂର୍ଣ୍ଣ ସାର୍ଟ୍? ତୁମେ କେବେ ସାର୍ଟ୍ ପିନ୍ଧିବାର ଦେଖିନି।
Eddyମୋର ଆଜି ଡେଟ୍ ଅଛି।
Oscarଆଉ ତୁମ ଡେଟ୍ ପାଇଁ ତୁମ ପାଖରେ ଫୁଲ ଓ ଚକୋଲେଟ୍ ଅଛି?
Eddyଆରେ... ନା, ଆଉ ଏବେ ମୋ ପାଖରେ କିଛି କିଣିବା ପାଇଁ ସମୟ ନାହିଁ, ଡେରି ହୋଇଗଲାଣି।
Oscarତୁମେ ମୋ ବଗିଚାର କିଛି ଫୁଲ ନେବାକୁ ଚାହିଁବ?
Eddyନା, ଧନ୍ୟବାଦ ଓସ୍କାର।
Oscarତୁମେ ସେହି ମହିଳାଙ୍କୁ ପସନ୍ଦ କର?
Eddyହଁ, ବହୁତ, ସେ ବହୁତ ମଜାଦାର।
Oscarତା’ହେଲେ ଏହି ଫୁଲ ନିଅ।
Eddyଓସ୍କାର ମୁଁ ତୁମଠାରୁ ଫୁଲ ନେବାକୁ ଚାହେଁ ନାହିଁ।
Oscarକିନ୍ତୁ... କାହିଁକି?
ଏଡି... ଛିଙ୍କିଲେ।
Oscarଏଡି, ତୁମେ ଠିକ୍ ଅଛ?
Eddyନା, ମୋର ଫୁଲ ପ୍ରତି ଆଲର୍ଜି ଅଛି।
Oscarଏଡି… ତୁମର ଆଖି ଲାଲ୍ ହୋଇଗଲାଣି।
Eddyମୋତେ ବହୁତ ଖରାପ ଲାଗୁଛି…
Oscarଆଚ୍ଛା, ତୁମର ଡେଟ୍ ନେଇ ଖୁସି ହୁଅ।