ଲିଲି ଓ ଜାରୀ ଓସ୍କାରଙ୍କ କଳାକୃତି କ୍ଳାସରେ। ଲିଲି, ମୁଁ ତୁମର ହୋମୱାର୍କ ଦେଖିପାରେ କି? ଆରେ… ନା। ମତେ କ୍ଷମା କରିବ। ମୁଁ ଅତ୍ୟନ୍ତ ଲଜ୍ଜିତ। କ'ଣ? କାହିଁକି? ମୁଁ ଭାବୁଛି ଯେ, ମୋ ଚିତ୍ର ସେତେ ଭଲ ନୁହେଁ। ଲିଲି, ତୁମେ କ୍ଳାସର ସବୁଠାରୁ ଭଲ ଛାତ୍ରୀ। ଆରେ... ଜାରୀ , ଦୟାକରି! What comes next? ଲିଲି… ହଁ, ତୁମେ ହେଉଛ କ୍ଳାସର ଶ୍ରେଷ୍ଠ ଛାତ୍ରୀ। ଦୟାକରି, ନା… Tap what you hear ଓସ୍କାର ଲିଲିଙ୍କ ଚିତ୍ର ନେଇଗଲେ। ଏଇଟା... ଏଇଟା.. ବହୁତ ସୁନ୍ଦର। ତୁମେ ଏହାକୁ ପସନ୍ଦ କରୁଛ? ମୁଁ ଏହାକୁ ଭଲ ପାଏ! ଧଳା ଉପରେ ଧଳା ଉପରେ ଧଳା… ମୁଁ ଏହି ଚିତ୍ରକୁ ଯେତେେବେଳେ ଦେଖେ… … ମୁଁ ଏକା ସମୟରେ ଉଭୟ ଖୁସି ଓ ଦୁଃଖ ଅନୁଭବ କରେ। ବହୁତ ଭଲ, ଲିଲି! Select the missing phrase ଓସ୍କାର ଜାରୀଙ୍କଠାରୁ ଘୁଞ୍ଚି ଲିଲିଙ୍କ ଚିତ୍ରକୁ ଦେଖିଲେ। ଲିଲି, ତୁମର ଚିତ୍ର ଖାଲି ଅଛି। ମୁଁ ଜାଣେ। ତୁମେ କେବେବି ତୁମର ହୋମୱାର୍କ କରୁନାହଁ। Tap the pairs ହୋମୱାର୍କ homework ମୁଁ ଜାଣେ I know ଚିତ୍ର painting ବହୁତ ଭଲ very good ଓସ୍କାର Oscar