ପାର୍କରେ ଚିତ୍ରାଙ୍କନ

ପାର୍କରେ ଚିତ୍ରାଙ୍କନ

ଗୁସ୍ତାଭୋ ପ୍ରତିଦିନ ତାଙ୍କ କୁକୁରକୁ ନେଇ ପାର୍କକୁ ଯାଆନ୍ତି।
ଏବଂ ପ୍ରତିଦିନ ସେ ଲିଲିଙ୍କୁ ପାର୍କ ଭିତରେ ଚିତ୍ର ଆଙ୍କିବାର ଦେଖନ୍ତି।
ଗୋଟେ ଦିନ ସେ ତାଙ୍କ ସହିତ କଥା ହେବାକୁ ନିଷ୍ପତ୍ତି ନେଲେ।
Speaker1321ହେଲୋ।
Lilyଆଜ୍ଞା, ନମସ୍କାର।
Speaker1321ମୁଁ ତୁମକୁ ଗୋଟେ ପ୍ରଶ୍ନ ପଚାରିପାରିବି କି?
Lilyକ'ଣ?
Speaker1321ମୁଁ ପ୍ରତିଦିନ ତୁମକୁ ଚିତ୍ର ଆଙ୍କୁଥିବାର ଦେଖୁଛି।
Lilyହଁ…
Speaker1321ତୁମେ କ'ଣ ଅଙ୍କନ କର?
Lilyଅନେକ ଜିନିଷ!
Lilyମୁଁ ସେହି ସବୁ ଜିନିଷ ଆଙ୍କେ, ଯାହାକୁ ମୁଁ ଆକର୍ଷଣୀୟ ଓ ସୁନ୍ଦର ଭାବେ।
Speaker1321ବହୁତ ଭଲ।
Speaker1321ତୁମେ ଏବେ କ'ଣ ଆଙ୍କୁଛ?
Lilyଏହା ଏକ ଗୁପ୍ତ କଥା।
Speaker1321କାହିଁକି?
Lilyତୁମେ ପ୍ରତିଦିନ ପାର୍କକୁ ଆସ।
Speaker1321ତୁମେ ମୋର ଚିତ୍ର ଆଙ୍କୁଛ, ଠିକ୍ କହିଲି?
Speaker1321ଆଚ୍ଛା, ମୁଁ ମଧ୍ୟ ତୁମକୁ ପସନ୍ଦ କରେ।
Lilyଆରେ... ନା ମୁଁ ତୁମ ଚିତ୍ର ଆଙ୍କୁନାହିଁ।
Speaker1321ଆଚ୍ଛା…
Lilyମୁଁ ତୁମ କୁକୁରର ଚିତ୍ର ଆଙ୍କୁଛି, ଦେଖ ଏହା କେଡେ ସୁନ୍ଦର।