ବି ଏକ ଟାକ୍ସି ଭିତରେ ବସି ତାଙ୍କ ଫୋନରେ ମ୍ୟାପ୍ ଦେଖୁଛନ୍ତି।
ଦୟାକରି, ପରବର୍ତ୍ତୀ ଛକରେ ବାମକୁ ମୋଡନ୍ତୁ।
ନା, ମୋତେ ଆଉ ତିନି କିଲୋମିଟର ସିଧା ଚଳାଇବାକୁ ହେବ।
ମୋ ଫୋନ କହୁଛି ଯେ, ଏହି ବାଟରେ ଜଲଦି ପହଞ୍ଚି ହେବ…
ମୋତେ କ୍ଷମା କରିବେ, କିନ୍ତୁ ମୁଁ ଏହି ସହରର ପ୍ରତ୍ୟେକ ରାସ୍ତା ଜାଣେ।
ଆଉ ଏହି ଫୋନ ବିଶ୍ୱର ପ୍ରତ୍ୟେକ ସହରର ପ୍ରତ୍ୟେକ ରାସ୍ତା ଜାଣେ।
ହା, ହା, ହା,… ଆଚ୍ଛା ଗାଡି ମୁଁ ଚଳାଉଛି, ଫୋନ ନୁହେଁ।
କିନ୍ତୁ ଖର୍ଚ୍ଚ ମୋର, ଠିକ୍ କହିଲି ନା?
ଆଚ୍ଛା, ଆଚ୍ଛା, ଠିକ୍ ଅଛି।ଡ୍ରାଇଭର ବାମକୁ ମୋଡିଲା ପରେ କାରକୁ ଅଟକାଇଲେ।
ଆମେ ପହଞ୍ଚିଗଲେ, ତୁମେ ଯାଅ ଏବେ ସନ୍ତରଣ କରିବ।
ଆରେ.. ମୁଁ କାହିଁକି ସନ୍ତରଣ କରିବି?
କାରଣ ମୁଁ ଆଉ ଟାକ୍ସି ଚଳାଇ ପାରିବିନାହିଁ, ନିଜେ ଯାଇ ଦେଖ ସାମ୍ନାରେ ଗୋଟେ ନଦୀ ଅଛି।
ଓଃ, ଓଃ… ମୁଁ ଭାବୁଛି ଯେ, ମୋ ଫୋନ ପ୍ରତ୍ୟେକ ରାସ୍ତା ଜାଣି ନାହିଁ…
ମୁଁ ବହୁତ ଦୁଃଖିତ।
କିନ୍ତୁ ମୁଁ ରାସ୍ତା ଜାଣେ, ଚାଲନ୍ତୁ ଯିବା।
ହଁ, ଦୟାକରି…