ଜୁନିୟର ତାଙ୍କ ବାପା ଏଡିଙ୍କ ସହିତ ଏକ ସ୍ୱିଇମିଂ ପୁଲରେ। ସେ ଜୀବନରକ୍ଷୀଙ୍କ ସହ କଥା ହେବା ପାଇଁ ଦୌଡିକି ଆସନ୍ତି। Choose the option that means "lifeguard." ସେ ଜୀବନରକ୍ଷୀଙ୍କ ସହ କଥା ହେବା ପାଇଁ ଦୌଡିକି ଆସନ୍ତି । ଜୀବନରକ୍ଷୀ ସାହାଯ୍ୟ କର, ସାହାଯ୍ୟ କର... ମୋ ବାପା ସାହାଯ୍ୟ ଦରକାର କରୁଛନ୍ତି! ସେ ବୁଡି ଯାଉଛନ୍ତି କି ? ନା, ତାଙ୍କ ସ୍ୱିମସୁଟରେ ସମସ୍ୟା ହେଉଛି। ମୁଁ ବୁଝିପାରୁନାହିଁ… ତାଙ୍କର ନୂଆ ସ୍ୱିମସୁଟ ବହୁତ ଛୋଟ। ଏହା ବହୁତ ଖରାପ, କିନ୍ତୁ ସେ ମୋ କଥା ଶୁଣିବାକୁ ଚାହୁଁ ନାହାଁନ୍ତି! ମୁଁ ଦୁଃଖିତ, କିନ୍ତୁ ଆମେ ଜୀବନରକ୍ଷୀମାନେ କେବଳ ଜରୁରୀ ପରିସ୍ଥିତିରେ ସାହାଯ୍ୟ କରୁ। ଏହା ଏକ ଜରୁରୀ ପରିସ୍ଥିତି, ଦେଖ। Tap what you hear ଜୀବନରକ୍ଷୀ ଏଡିଙ୍କ ଆଡକୁ ଅନାଇଲେ। ଓଃ, ନା। What comes next? ସେହି ସ୍ୱିମସୁଟ ବହୁତ ଛୋଟ! ଜୀବନରକ୍ଷୀ ଏଡିଙ୍କୁ ଡାକିଲେ। ମହାଶୟ, ମୁଁ ଆସୁଛି। ଜୀବନରକ୍ଷୀ ଏକ ନାଲି ଗାମୁଛା ସହିତ ଏଡିଙ୍କ ପାଖକୁ ଦୌଡିଲେ। ସମସ୍ୟା କ’ଣ? ମହାଶୟ, ଆପଣଙ୍କୁ ଏହି ଗାମୁଛା ପିନ୍ଧିବାକୁ ପଡିବ, ଏହା ଏକ ଜରୁରୀ ପରିସ୍ଥିତି। Tap the pairs ସମସ୍ୟା problem ଜୀବନରକ୍ଷୀ lifeguard ଛୋଟ small ବହୁତ~ଖରାପ horrible ଗାମୁଛା towel