ଲିନ୍ ତାଙ୍କ ବନ୍ଧୁ ବି ସହିତ ସୁପରମାର୍କେଟରେ। ଆରେ.. ଦେଖ ସେ ଗାବ୍ରିଏଲା। ଗାବ୍ରିଏଲା, କିଏ? ମୋର ପୂର୍ବତନ ପ୍ରେମିକା। ଯିଏ ଲାଲ ସାର୍ଟ ପିନ୍ଧିଛନ୍ତି ସିଏ? ହଁ। ସେ ବହୁତ ଡେଙ୍ଗୀ! ସେ ପଢିବାକୁ ଅନ୍ୟ ଏକ ସହରକୁ ଯାଇଥିଲେ। ଆମେ ଶେଷ ଥର କଥା ହୋଇଥିଲୁ… … ପାଞ୍ଚ ବର୍ଷ ତଳେ! ତୁମେ ତାଙ୍କ ସହ କଥାହେବାକୁ ଚାହୁଁଛକି? ମୁଁ ଜାଣିନାହିଁ… ସେ ମତେ ମନେ ରଖିନଥିବେ ବୋଲି ମୁଁ ଭାବୁଛି। ମୁଁ ଜାଣେ ଯେ, ତୁମେ ତାଙ୍କ ସହ କଥା ହେବାକୁ ଚାହୁଁଛ! ଆସ! କେତେ ଉତ୍ସାହଜନକ! ଆଚ୍ଛା... ଠିକ୍ ଅଛି ମୁଁ ଯାଉଛି ତାଙ୍କୁ ହାତ ହଲାଇ ଡାକିବି। ଲିନ୍ ତାଙ୍କ ହାତ ହଲାଇ ମହିଳାଙ୍କୁ ଡାକିଲେ। Choose the option that means "waves at." ଲିନ୍ ତାଙ୍କ ହାତ ହଲାଇ ମହିଳାଙ୍କୁ ଡାକିଲେ । ସେ ତୁମ ଆଡକୁ ଅନାଇଲେ.... Tap what you hear ଆଉ ସେ ଏହି ପଟକୁ ଆସୁଛନ୍ତି! ଓଃ... ନା! ସେ ଗାବ୍ରିଏଲା ନୁହଁନ୍ତି। ତୁମେ ନିଶ୍ଚିତ କି? ହଁ, ମୁଁ ନିଶ୍ଚିତ ଯେ, ଇଏ ସେ ନୁହଁନ୍ତି। What comes next? ହେ, ହେଲୋ ତୁମେ ମୋତେ ହାତ ହଲାଉଥିବାର ମୁଁ ଦେଖିଲି। ଆମେ ପରସ୍ପରକୁ ଜାଣିଛେ କି? ନା, କିନ୍ତୁ ତୁମେ ଜାଣିଛ କି, ଏଠାରେ କେଉଁଠି ଆମେ ଚଷମା କିଣିପାରିବୁ... ମୋର ସାଙ୍ଗ ଭଲ ଭାବରେ ଦେଖି ପାରୁନାହାଁନ୍ତି। Tap the pairs Creo I think no ve can't see pero but la mujer the woman Es it's