ଜଣେ ଉତ୍କୃଷ୍ଟ ଶିକ୍ଷକ

ଜଣେ ଉତ୍କୃଷ୍ଟ ଶିକ୍ଷକ

ଜେନିଫର ତାଙ୍କ ବସ‍୍‍ଙ୍କ କାର୍ଯ୍ୟାଳୟ ବାହାରେ ଛିଡା ହୋଇଛନ୍ତି।
Speaker856ଯାଉଛି ତାଙ୍କୁ କହିବି ଯେ, ମୁଁ ଆଉ ଏଠାରେ କାମ କରିବାକୁ ଚାହୁଁନାହିଁ।
Speaker856ମୁଁ ଦୁନିଆର ସବୁଠାରୁ ଖରାପ ଶିକ୍ଷକ।
Speaker856ମୋ ଛାତ୍ରଛାତ୍ରୀମାନେ ମୋତେ ପସନ୍ଦ କରନ୍ତି ନାହିଁ।
Speaker856ଏହି ଚାକିରି ବହୁତ କଷ୍ଟକର।
ଜେନିଫର କବାଟ ଠକ୍ ଠକ୍ କରନ୍ତି।
କେହି ଉତ୍ତର ଦିଅନ୍ତି ନାହିଁ।
ଓସ୍କାର ତାଙ୍କ ଶ୍ରେଣୀଗୃହରୁ ବାହାରୁଥିଲେ।
Oscarହେଲୋ ଜେନିଫର ବସ୍ ତାଙ୍କ କାର୍ଯ୍ୟାଳୟରେ ନାହାଁନ୍ତି।
Oscarମୁଁ ତୁମକୁ ସାହାଯ୍ୟ କରିପାରେ କି?
Speaker856ହୁଁ.. ଆମେ କଥା ହୋଇପାରିବା କି?
Oscarଅବଶ୍ୟ, କିନ୍ତୁ ପ୍ରଥମେ ମୁଁ ତୁମକୁ କିଛି କହିବାକୁ ଚାହେଁ... ତୁମେ ଜାଣିଛ କି ତୁମେ ଜଣେ ଉତ୍କୃଷ୍ଟ ଶିକ୍ଷକ?
Speaker856ସତରେ?
Oscarହଁ, ତୁମର ଛାତ୍ରଛାତ୍ରୀମାନ ତୁମକୁ ବହୁତ ପସନ୍ଦ କରନ୍ତି।
Oscarଅନେକ ଶିକ୍ଷକ ସ୍କୁଲରୁ ସହଳ ପଳେଇ ଯାଆନ୍ତି।
Oscarକିନ୍ତୁ ତୁମେ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ରୁହ।
Oscarଏହି ଚାକିରି କଷ୍ଟକର ବୋଲି ମୁଁ ଜାଣେ।
Oscarକିନ୍ତୁ ତୁମର ଛାତ୍ରଛାତ୍ରୀମାନଙ୍କୁ ତୁମ ପରି ଜଣେ ଶିକ୍ଷକ ଆବଶ୍ୟକ।
Speaker856ଧନ୍ୟବାଦ, ତୁମେ ଠିକ୍ କହିଛ।
Speaker856ବେଳେବେଳେ ମୁଁ ଏହା ଭୁଲିଯାଏ।
Speaker856ଏବଂ ମୁଁ ମୋ ଚାକିରି ବିଷୟରେ ବହୁତ ଚିନ୍ତିତ ରୁହେ।
Oscarତୁମେ ଚିନ୍ତିତ ରୁହ ବୋଲି ମୁଁ ଜାଣେ।
Speaker856ଆଚ୍ଛା, ତୁମେ କେମିତି ଜାଣିଲ?
Oscarଏମିତି, ମୁଁ ମୋ ଶ୍ରେଣୀଗୃହ ବାହାରେ ତୁମେ କଥା ହେଉଥିବାର ଶୁଣିଲି।