କା‍ର‍୍‍‍ରେ ଏକ ସମସ୍ୟା

କା‍ର‍୍‍‍ରେ ଏକ ସମସ୍ୟା

ଏଡି ରାସ୍ତା ଉପରେ।
ସେ କାର୍ ଡିକି ବନ୍ଦ କରୁଛନ୍ତି।
ବିକ୍ରମ ପହଞ୍ଚିଲେ।
Vikramଏଡି ତୁମେ ଠିକ୍ ଅଛ? ତୁମେ ଚିନ୍ତିତ ଦେଖାଯାଉଛ।
Eddyମୁଁ ଏହି କାର୍‍କୁ ଭଡାରେ ଆଣିଥିଲି, କିନ୍ତୁ ଏହା ଷ୍ଟାର୍ଟ ହେଉନାହିଁ।
Vikramଆଚ୍ଛା, ମୁଁ ତୁମକୁ ସାହାଯ୍ୟ କରିପାରେ କି?
Eddyନା, ଧନ୍ୟବାଦ ବିକ୍ରମ।
Vikramକିନ୍ତୁ କାରରେ କ'ଣ ସମସ୍ୟା ଅଛି ତାହା ମୁଁ ଜାଣେ।
Eddyବିକ୍ରମ, ମୁଁ କାର ବିଷୟରେ ବହୁତ କିଛି ଜାଣେ।
Vikramହୁଁ... ଏଡି ଏବେ କାର୍ ଚାଲୁ ହେଲା।
Eddyଆରେ… ନା, ବିକ୍ରମ ଏହା ଚାଲୁ ହୋଇନାହିଁ, କାରଣ ମୋତେ ଇଞ୍ଜିନ ଶବ୍ଦ ଶୁଭୁନାହିଁ।
Vikramଏହା ଏକ ବୈଦ୍ୟୁତିକ କାର, ଏହା ଶବ୍ଦ ଉତ୍ପନ୍ନ କରେନାହିଁ ଅଥବା ତେଲ ଦରକାର କରେନାହିଁ।
Eddyକିନ୍ତୁ ମୁଁ ଦଶ ମିନିଟ ପୂର୍ବରୁ ଏଥିରେ ତେଲ ପକାଇ ସାରିଛି।
Vikramକ'ଣ? କେଉଁଠି?
Eddyଏଠାରେ।
Vikramଆରେ... ନା ଏଡି ତାହା ହେଉଛି ଡିକି।