ଏକ ମାଛ-ଧରା ଯାତ୍ରା

ଏକ ମାଛ-ଧରା ଯାତ୍ରା

ବି ତାଙ୍କ ବାପାଙ୍କୁ ଭେଟିବାକୁ ଯାଇଥିଲେ, ସେ ଓ ତାଙ୍କ ବାପା ମାଛ ଧରୁଛନ୍ତି।
Beaବାପା, ମୋତେ ମାଛ ଧରିବା ପସନ୍ଦ ଲାଗୁନାହିଁ।
Speaker6କାହିଁକି?
Beaକାରଣ ଏହା ବିରକ୍ତିକର।
Beaଏବଂ ବହୁତ ଗରମ ହେଉଛି।
Beaଆଉ ମୁଁ କେବେବି ମାଛ ଧରିନାହିଁ।
Speaker6ତୁମେ ଜାଣିଛ? ମୁଁ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ତୁମର ଜେଜେବାପାଙ୍କ ସହ ମାଛ ଧରିବାକୁ ଯାଉଥିଲି।
Beaସତରେ?
Speaker6ମାଛ ଧରୁଥିବା ସମୟରେ ସେ ଜଣେ ଭିନ୍ନ ଧରଣର ମଣିଷ ଥିଲେ।
Speaker6ସେ ବହୁତ କଥା ହେଉଥିଲେ।
Beaକିନ୍ତୁ ସେ ଜଣେ ନୀରବ ମଣିଷ ଥିଲେ!
Beaସେ କେଉଁ ସବୁ ବିଷୟରେ କଥା ହେଉଥିଲେ?
Speaker6ହଁ.. ମେକ୍ସିକୋ ଆସିବା ପୂର୍ବର ତାଙ୍କ ଜୀବନ ବିଷୟରେ କହୁଥିଲେ।
Speaker6ତୁମେ ଜାଣିଛ? ସେ ଫ୍ରାନ୍ସରେ ଜଣେ ଡାକ୍ତର ଭାବରେ କାମ କରୁଥିଲେ।
Speaker6କିନ୍ତୁ ତାଙ୍କର ଗୀତ ଗାଇବାରେ ଆଗ୍ରହ ଥିଲା।
Beaଜେଜେବାପା ଅବିଶ୍ୱସନୀୟ?
Speaker6ହଁ, ମୁଁ ଜାଣେ…
Beaବାପା, ତୁମେ ମୋ ସହିତ ଅଧିକ କଥାବାର୍ତ୍ତା କରିବାକୁ ଚାହୁଁଥିଲ ବୋଲି ମୋତେ ଏଠାକୁ ଡାକିଥିଲ।
Speaker6ହଁ…
Speaker6ବର୍ତ୍ତମାନ ତୁମେ ଅନ୍ୟ ଏକ ସହରରେ ରହୁଥିବା ହେତୁ ଆମେ ବେଶି କଥାବାର୍ତ୍ତା ହୋଇପାରୁନେ।
Beaଆମକୁ କଥାବାର୍ତ୍ତା ହେବା ପାଇଁ ଏପରି (ମାଛ ଧରିବାକୁ) ଯିବାକୁ ପଡିବ ନାହିଁ।
Speaker6ଆଚ୍ଛା… ତା’ହେଲେ ବହୁତ ଭଲ।
Speaker6କାରଣ ମୁଁ ମଧ୍ୟ ଭାବୁଛି ଯେ ମାଛ ଧରିବା ବିରକ୍ତିକର।