ଏଡି ଓ ଜୁନିୟର ଏକ ଦୋକାନ ଭିତରେ। ତୁମେ ଏକ ନୂଆ ଖେଳ ଖେଳିବାକୁ ଚାହୁଁଛ, ବହୁତ ଭଲ ଭାବନା। ତୁମେ ବାସ୍କେଟବଲ୍ ଖେଳିବାକୁ ଚାହୁଁଛ କି? Select the missing phrase ମୋତେ ବଲ୍ ଖେଳ ପସନ୍ଦ ନୁହେଁ। ଏହି ଟେନିସ୍ ରାକେଟ୍ ବହୁତ ସୁନ୍ଦର। What comes next? ଟେନିସ୍ ଖେଳିବାକୁ ହେଲେ ତୁମେ ଏକ ବଲ୍ ଦରକାର କରିବ। ଆଚ୍ଛା.... ହଉ... ହଁ, ତୁମେ ତାହେଲେ କ'ଣ ଖେଳିପାରିବ? ମୁଁ ଚାହୁଁଛି... ସନ୍ତରଣ! ତୁମେ ସନ୍ତରଣ କରିବାକୁ ଚାହୁଁଛ କି? ନା... Tap what you hear କିନ୍ତୁ ଏହା ଗୋଟେ ବଲ୍ ବିହୀନ ଖେଳ। ବାପା... ନା! ଆଚ୍ଛା... ତୁମେ ତାହେଲେ କ'ଣ କରିବାକୁ ଚାହୁଁଛ? ଜୁନିୟର ପାଖରେ ରଖାଯାଇଥିବା କେତେକ ବାଲେଟ୍ ଜୋତା ଆଡକୁ ଅନାଇଲେ। ମୁଁ ନାଚିବାକୁ ଚାହୁଁଛି। ତୁମେ ନାଚିବାକୁ ଚାହୁଁଛ... ହଁ.. ସେଥିରେ କିଛି ସମସ୍ୟା ଅଛି କି? ନା, ନାଚିବା ମଧ୍ୟ ଏକ ପ୍ରକାରର ଖେଳ। ଏଡି ଦୋକାନ ଭିତରେ ନାଚିବା ଆରମ୍ଭ କରିଦେଲେ। ବାପା, ଦୟାକରି ନାଚିବା ବନ୍ଦ କର। Tap the pairs ବାପା dad ନାଚିବା to dance ସେଥିରେ there ସମସ୍ୟା problem ଏକ ପ୍ରକାରର a kind of