ଲୁସି ତାଙ୍କ ଆପାର୍ଟମେଣ୍ଟର ଦ୍ୱାର ଖୋଲିଲେ। ହେଲୋ, ଜୁନିୟର! Select the missing phrase ହେଲୋ, ମୋ ହୋମୱାର୍କ କରିବାରେ ତୁମେ ମୋତେ ସାହାଯ୍ୟ କରିବ କି? ମୋତେ କେତେକ ଜିନିଷ ଲେଖିବାକୁ ଅଛି। ଆଚ୍ଛା.. ହଉ। ମୁଁ ବହୁତ ଭଲ ଲେଖିପାରେ, ମୋ ନିଜର ଏକ ବହୁତ ଲୋକପ୍ରିୟ ବ୍ଳଗ୍ ଅଛି। Tap what you hear ତୁମେ ମୋ ବ୍ଳଗ୍ ପଢୁଛ? ନା। ମୋ ପାଖରେ ଅନେକ ପୁସ୍ତକ ଅଛି। ତୁମେ ନିଜର ହୋମୱାର୍କ ପାଇଁ ମୋ ପୁସ୍ତକ ଦରକାର କରୁଛ କି? What's next? ନା, ମୋତେ ତୁମର ପୁସ୍ତକ ଦରକାର ନାହିଁ। ଆଉ ତୁମର ହୋମୱାର୍କର ବିଷୟ କ'ଣ? ଡାଇନୋସରମାନଙ୍କ ବିଷୟରେ। ଆଉ ତୁମେ କାହିଁକି ମୋର ସାହାଯ୍ୟ ଚାହୁଁଛ? କାରଣ ତୁମେ ଅଧିକ ବୟସ୍କା। ତୁମେ ଅନେକ ଡାଇନୋସରଙ୍କୁ ଜାଣିଛ, ଠିକ୍ କହିଲି ନା? ବିଦାୟ, ଜୁନିୟର। Tap the pairs ଡାଇନୋସର dinosaur ବିଦାୟ bye ଜାଣିଛ (you) know ବୟସ୍କା old ସାହାଯ୍ୟ help