କେକ୍

କେକ୍

ଲିନ୍ ରୋଷେଇ ଘରେ ତାଙ୍କ କେକ୍ ଖୋଜୁଛନ୍ତି।
Linମୋ କେକ୍ କେଉଁଠି ଅଛି?
ଲିନ୍ ଲୁସିଙ୍କୁ ଟେବୁଲ ପାଖରେ ଦେଖିଲେ।
Linଲୁସି, ତୁମେ କ'ଣ ଖାଉଛ?
ଲୁସି ତାଙ୍କ ପ୍ଳେଟ୍ ଲୁଚାଇଦେଲେ।
Lucyଓଃ.. କିଛି ନାହିଁ।
Linମୁଁ ମୋ କେକ୍ ଖୋଜି ପାଉନି।
Lucyଆଚ୍ଛା… ତାହା କେଉଁ ପ୍ରକାରର କେକ୍?
Linତାହା ବହୁତ ଛୋଟ।
Lucyସେହି କେକ୍ ଉପରେ ସେଉ ଥିଲାକି?
Linହଁ, ମୋ କେକ୍ ଉପରେ ବହୁତ ଗୁଡିଏ ସେଉ ଥିଲା।
Lucyତୁମ କେକ୍ ହଳଦିଆ ଥିଲା?
Linହଁ, ତାହା ହଳଦିଆ!
Lucyତୁମର କେକ୍ ସୁସ୍ୱାଦୁ?
Linଲୁସି! ତୁମେ ମୋ କେକ୍ ଖାଇଛ?
Lucyନା, ନା, ମୁଁ ଖାଇନାହିଁ!
Linଠିକ୍ ଅଛି, ମୁଁ ଦୁଃଖିତ।
Linମୁଁ ବହୁତ ଭୋକିଲା ଅଛି, ଆଉ ମୁଁ ମୋର ଚକୋଲେଟ କେକ୍ ଚାହେଁ।
Lucyଚକୋଲେଟ? କିନ୍ତୁ ତୁମ କେକ୍ ଭାନିଲା।
Linହା, ହା, ହଁ, ମୋର ଭାନିଲା କେକ୍, ଆଉ ମୁଁ ଏବେ ଜାଣିଲି ତୁମେ ସେହି କେକ୍ ଖାଇଛ।